ଆସୁଛନ୍ତି ନୂଆ ଡିସିପି; ବଦଳିବେ ଭୁବନେଶ୍ୱର ଡିସିପ ଡ଼.ଉମାଶଙ୍କର ଦାସ

0

ବ୍ୟୁରୋ:  କିଏ ନେବ ତାଙ୍କ ସ୍ଥାନ ?ଓଡ଼ିଆ ନା ଅଣ ଓଡ଼ିଆଙ୍କୁ ଦେବେ ରାଜ୍ୟ ସରକାର ପ୍ରାଧାନ୍ୟ ? ଡିଜିସୁନୀଲବଂଶଲଙ୍କଖାସ ଯୁବ ଆଇପିଏସଙ୍କୁ ଦିଆଯିବକି ଦାୟିତ୍ୱ ?କେଉଁବିଭାଗକୁ ବଦଳିହେବଡିସିପିଉମାଶଙ୍କରଙ୍କର ? ଏଭଳି ଅନେକ ପ୍ରଶ୍ନଏବେ ପୁଲିସ ମହଲରେ ଆଲୋଚନାର ବିଷୟ ହୋଇଛି ।କେଉଁ ଯୁବ ଆଇପିଏସ୍ଙ୍କୁ ସରକାର ଡିସିପି ଭଳି ଗୁରୁତ୍ୱପୂର୍ଣ୍ଣ ଗାଦିରେ ବସାଇ ବେତାକୁ ନେଇ ଆରମ୍ଭ ହୋଇ ଯାଇଛି ମାନସ ମନ୍ଥନ ପାୱାର କରି ଡରର କିଏ ଅଧିକ ନିକଟତର ଯାହାକୁ ଦିଆଯିବ ଡିସିପି ଆସନ । ଡିସିପି ଉମାଶଙ୍କର ଦାସ । ଗତ ଡିସେମ୍ବର ମାସରୁ ଡିଆଇଜି ର୍ୟାଙ୍କକୁ ପଦୋନ୍ନତିହୋଇସାରିଛିତାଙ୍କର । ତେଣୁରାଜ୍ୟସରକାରତାଙ୍କୁ ଦେବେ ଅନ୍ୟ ଦାୟିତ୍ୱ । ଉମାଶଙ୍କରଙ୍କ ସ୍ଥାନରେ କିଏ ଯୋଗଦେବେ,ଆଉ ତାଙ୍କର ବଦଳି କେଉଁଠିକୁ ହେବ,ତାକୁ ନେଇ ଜୋରଦାର ଚର୍ଚା ଅନ୍ଦର ମହଲରୁ ଯାହା ଶୁଣିବାକୁ ମିଳୁଛି ଉମାଶଙ୍କରଙ୍କୁ ରାଜ୍ୟ ସରକାର କ୍ରାଇମବ୍ରାଂଚର ଏସଟି ଏଫ୍କୁ ବଦଳି କରିବାକୁ ଚାହୁଁଛନ୍ତି ।

ଡିଆଇଜି ଜୟ ନାରାୟଣ ପଙ୍କଜଙ୍କ ଉପରେ ରାଜ୍ୟସରକାର ଲଦିଛନ୍ତି ୩ଟିବିଭାଗ ।ସେକ୍ରାଇମବ୍ରାଂଚରଏସଟିଏଫ୍, ଇଓଡବ୍ଲ୍ୟୁ ଦାୟିତ୍ୱ ତୁଲାଇ ବା ସହିତ ରାଉରକେଲା ସ୍ଥିତ ପଶ୍ଚିମାଚଂଳ ଡିଆଇଜିଭାବେ ଅତିରିକ୍ତ ଦାୟିତ୍ୱ ସମ୍ଭାଳୁଛନ୍ତି ।ତେଣୁ ରାଜ୍ୟ ସରକାର ତାଙ୍କୁ ଦାୟିତ୍ୱ ମୁକ୍ତ କରିବାକୁ ଚାହୁଁଛନ୍ତି । ତାଙ୍କ ସ୍ଥାନରେ ଡିସିପି ଉମାଶଙ୍କରଙ୍କୁ ବସାଇବା ନେଇ ମଧ୍ୟ ଆଲୋଚନାହେଉଛି ।
ସେପଟେ ଡିସିପି ଉମାଶଙ୍କରଙ୍କ ସ୍ଥାନ ନେବାକୁ ୪ ଜଣ ଯୁବ ଆଇପିଏଙ୍କ ନାଁରେସରେ । ସବୁଠାରୁ ଆଗରେ ଅଛନ୍ତି କେଉଁଝରଏସପି ମିତ୍ରଭାନୁ ମହାପାତ୍ର ।ଡିସିପି ହେବା ନେଇ ତାଙ୍କ ନାଁଏବେ ପାୱାର କରି ଡ଼ରରେ ହେଉଛି ଅଧିକ ଆଲୋଚନା ।ତାଙ୍କ ପରେ ପରେ ଯଦି କାହା ନାଁ ଅଧିକଚର୍ଚାହେଉଛିସେହେଉଛନ୍ତିବ୍ରହ୍ମପୁରଏସପି ପିନାକମିଶ୍ର । ପିନାକଙ୍କ ନାଁ ଅନେକ ଦିନ ହେବଶୁଣା ଯାଉଥିଲାଡିସିପି ଆସନ ପାଇଁ ।ସେହି ପରି ବାଲେଶ୍ୱର ଏସପି ସୁଧାଂଶୁଶେଖର ମିଶ୍ରଙ୍କ ନାଁ ମଧ୍ୟ ରହିଛିଡିସିପି ଦୌଡ଼ରେ ।

ଅନ୍ୟ ଏକ ମହଲରୁ ଯାହା ଶୁଣିବାକୁ ମିଳୁଛି ଡିସିପିରେ ସ୍ରେ ଦୁଇ ଜଣ ଅଣ ଓଡ଼ିଆ ଆଇପିଏସ ଅଫିସର ମଧ୍ୟ ଅଛନ୍ତି । ସେମାନେ ହେଲେ ୨୦୧୩ ବ୍ୟାଚର ଆଇପିଏସ ଅଫିସର ରାହୁଲ ପିଆର୍ ଓ ଜଗମୋହନ ମୀନା ।ଭୁବନେଶ୍ୱରକୁ ସମ୍ଭାଳିବା ଭଳି ଦକ୍ଷତାଏହି ଦୁଇ ଅଣ ଓଡ଼ିଆ ଅଫିସରଙ୍କ ପାଖରେରହିଥିବା ପୁଲିସମୁଖିଆ ଅନୁଭବକରୁଛନ୍ତି ।
ତେବେ ରାଜ୍ୟ ସରକାର ଗତ ୩ ଟର୍ମରେ ଯୁବଓଡି଼ଆ ଆଇପିଏସ ଅଫିସରଙ୍କୁଡିସିପି ଆସନରେବସାଇ ପୁଲିସମହଲରେ ଏକ ଭିନ୍ନବାର୍ତା ଦେଇଛନ୍ତି । ତେଣୁଏବେ ଦେଖିବାକୁବାକିରହିଲାକିଏଭୁବନେଶ୍ୱରର ପରବର୍ତୀ ଡିସିପି ।