ଗାନ୍ଧୀମାର୍ଗରେ ଆନ୍ଦୋଳନ କରୁଥିବା ଶିକ୍ଷକ ପ୍ରସଙ୍ଗ ଉଠାଇ କଂଗ୍ରେସ ଓ ବିଜେପିର ହଟ୍ଟଗୋଳ

0

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନ । ଗୃହ ଆରମ୍ଭରୁ କଂଗ୍ରେସ ଓ ବିଜେପି ସଦସ୍ୟ ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ ନେଇ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଛନ୍ତି । ଫଳରେ ଚାଲି ପାରିଲା ନାହିଁ ଗୃହ । ୧୧.୩୦ ଯାଏଁ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି । ତେବେ ଗାନ୍ଧୀମାର୍ଗରେ ଆନ୍ଦୋଳନ କରୁଥିବା ଶିକ୍ଷକ ପ୍ରସଙ୍ଗ ଉଠାଇ ଏଭଳି ହଟ୍ଟଗୋଳ ଦେଖାଦେଇଛି ।