ନୂଆଦିଲ୍ଲୀ: ସମଗ୍ର ଦେଶରେ ଜୁଲାଇ ୭ ସକାଳ ୮ଟାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ୨୨,୨୫୨ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫୯୫୫୭ ରହିଛି। ସମଗ୍ର ଦେଶର ୨୪ ଘଣ୍ଟା ମଧ୍ୟରେ ୪୬୭ ଜଣଙ୍କର ମୃତ୍ୟୁ ଘଟିଛି। ୭୧୯୬୬୫ ଜଣ କରୋନା ଆକ୍ରାନ୍ତ ହୋଇଥିବା ୪୩୯୯୪୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି, ୨୦୧୬୦ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ଭାରତ ଆକ୍ରାନ୍ତ କ୍ଷେତ୍ରରେ ବିଶ୍ୱରେ ତୃତୀୟ ସ୍ଥାନ ଅଧିକାର କରିଛି । ପ୍ରଥମରେ ଆମେରିକା ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ବ୍ରାଜିଲ ରହିଛି ।
ମହାରାଷ୍ଟ୍ରରେ ୯୦୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଦିଲ୍ଲୀରେ ୩୧୧୫ ଜଣ, ଗୁଜରାଟରେ ୧୯୬୦, ତାମିଲନାଡୁରେ ୧୫୭୧ ଜଣ, ଉତ୍ତରପ୍ରଦେଶରେ ୮୦୯ ଜଣ, ପଶ୍ଚମବଙ୍ଗରେ ୭୭୯ ଜଣ, ମଧ୍ୟପ୍ରଦେଶରେ ୬୧୭ ଜଣ, ଆନ୍ଧ୍ରପ୍ରଦେଶରେ ୨୩୯ ଅରୁଣାଚଳ ପ୍ରଦେଶରେ ୨ ଜଣ, ଆସାମରେ ୧୪ ଜଣ, ବିହାରରେ ୯୭ ଜଣ, ଚଣ୍ଡିଗଡ଼ରେ ୬ ଜଣ, ଛତିଶଗଡ଼ରେ ୧୪ ଜଣ, ଗୋଆରେ ୭ ଜଣ, , ହରିୟାଣାରେ ୨୭୬ ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୧୩୮ ଜଣ, ଝାଡ଼ଖଣ୍ଡରେ ୨୦ ଜଣ, କର୍ଣ୍ଣାଟକରେ ୪୦୧ ଜଣ, କେରଳରେ ୨୭ ଜଣ, ଲଦାଖରେ ୧ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୩୮ ଜଣ, ପୁଦ୍ଦୁଚେରୀରେ ୧୨ ଜଣ, ପଞ୍ଜାବରେ ୧୬୯ ଜଣ, ରାଜସ୍ଥାନରେ ୪୬୧ ଜଣ, ତେଲେଙ୍ଗାନାରେ ୩୦୬ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୪୨ ଜଣଙ୍କ ମୃତ୍ୟୁ ହୋଇଛି ।
ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା: ମହାରାଷ୍ଟ୍ର (୨୧୧୯୮୭), ରାଜସ୍ଥାନ (୨୦୬୮୮), ତାମିଲନାଡୁ (୧୧୪୯୭୮), ତେଲେଙ୍ଗାନା (୨୫୭୩୩), ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୧୪୧), ଆନ୍ଧ୍ରପ୍ରଦେଶ (୨୦୦୧୯), ଅରୁଣାଚଳ ପ୍ରଦେଶ (୨୭୦), ଆସାମ (୧୨୧୬୦), ବିହାର (୧୨୧୨୫), ଚଣ୍ଡିଗଡ଼ (୪୮୯), ଛତିଶଗଡ଼ (୩୩୦୫), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୨୯୭), ଦିଲ୍ଲୀ (୧୦୦୮୨୩), ଗୋଆ (୧୮୧୩), ଗୁଜରାଟ (୩୬୭୭୨), ହରିୟାଣା (୧୭୫୦୪), ହିମାଚଳ ପ୍ରଦେଶ (୧୦୭୭), ଜମ୍ମୁ ଓ କଶ୍ମୀର (୮୬୭୫), ଝାଡ଼ଖଣ୍ଡ (୨୮୪୭) କର୍ଣ୍ଣାଟକ (୨୫୩୧୧୭), କେରଳ (୫୬୨୨), ଲଦାଖ (୧୦୦୫), ମଧ୍ୟପ୍ରଦେଶ (୧୫୨୮୪), , ମଣିପୁର (୧୩୯୦), ମେଘାଳୟ (୮୦), ମିଜୋରାମ (୧୯୭), ନାଗାଲାଣ୍ଡ (୬୨୫), ଓଡ଼ିଶା (୯୫୨୬), ପୁଦ୍ଦୁଚେରୀ (୮୦୨), ପଞ୍ଜାବ (୬୪୯୧), ସିକିମ୍ (୧୨୫), ତ୍ରିପୁରା (୧୬୮୦), ଉତ୍ତରାଖଣ୍ଡ (୩୧୬୧), ଉତ୍ତରପ୍ରଦେଶ (୨୮୬୩୬) ଓ ପଶ୍ଚିମବଙ୍ଗ (୨୨୯୮୭) ।