Reporters Today
ଓଡିଶା

ସ୍ଥିତି ବିଗାଡୁଛି କରୋନା

(ଭୁବନେଶ୍ୱର ) ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟଆ ୯୦୦ ମୁହାଁ ହୋଇଥିବା ବେଳେ ,ସର୍ବାଧିକ ଖୋର୍ଦ୍ଧା ଜିଲ୍ଲା ରୁ ଚିହ୍ନଟ ହୋଇଛନ୍ତି । ଆଜି ଭୁବନେଶ୍ୱର ରେ ପୁଣି ସେଞ୍ଚୁରି ମାରିଲା କରୋନା । ଆଜି ମହାନଗରନିଗମ ରୁ ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୦୮ ପଜେଟିଭଙ୍କ ମଧ୍ୟରୁ ୨୦ ଜଣ କ୍ୱାରେଣ୍ଟିନରୁ ହୋଇଥିବା ବେଳେ ୮୮ ଲୋକାଲ କେସ୍ ହୋଇଥିବା ବିଏମସି ପକ୍ଷରୁ ସୁଚନା ମିଳିଛି ।

Related posts

ବାଡରେ ପିଟି ହେଲା କାର ୩ ଜଣ ଗୁରୁତର

Report

ବିଜେପି ରାଜ୍ୟ ଉପସଭାପତିଙ୍କ ବଣ୍ଡା ଓ ଡିଡାଇ ଅଞ୍ଚଳ ଗସ୍ତ

Report

ବିପଦସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ ସଂଯୋଗ ଚିହ୍ନଟ ପାଇଁ ନିର୍ଦ୍ଦେଶ

Report

Leave a Comment