ଓଡିଶା ପର୍ଯ୍ୟଟନ

ହୀରାକୁଦ ଜଳଭଣ୍ଡାରକୁ ୯୮ ପ୍ରଜାତିର ପକ୍ଷୀଙ୍କ ଆଗମନ

ସମ୍ବଲପୁର– ହୀରାକୁଦରୁ ପକ୍ଷୀଗଣନାକୁ ଆସିଲା ରିପୋର୍ଟ ଚଳିତବର୍ଷ ଶୀତ ଋତୁରେ ହୀରାକୁଦ ଜଳଭଣ୍ଡାରକୁ ୯୮ ପ୍ରଜାତିର ପକ୍ଷୀ ଆସିଛନ୍ତି । ମୋଟ ୧ ଲକ୍ଷ୨୪ ହଜାର ୮୬୪ ପକ୍ଷୀ ଆସିଥିବା ଜଣାପଡିଛି । ଏଥିରେ ୪୧ ପ୍ରଜାତିର ବିଦେଶୀ ପକ୍ଷୀ ଅଛନ୍ତି । ଏନେଇ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଡିଏଫଓ ସୂଚନା ଦେଇଛନ୍ତି । ବିଦେଶୀ ପକ୍ଷୀଙ୍କ ମଧ୍ୟରେ କମନ କୁଟ , ଲେଜର ହ୍ୱିିସିଲିଂ ଡକ , ଗ୍ରେଟ କଧଡ ଗ୍ରୀବସ , ରେଡ ହେଡେଡ ପୋଚାର୍ଡ ପ୍ରଜାତିର ପକ୍ଷୀ ଅଧିକ ଅଛନ୍ତି ।

Related posts

ରିଲାଏନ୍ସ ଗ୍ରୁପ୍ ଓ ଆଦିତ୍ୟ ବିର୍ଲା . ସମେତ ଜିନ୍ଦଲ ଗ୍ରୁପ୍ ଓଡ଼ିଶାରେ ପୁଞ୍ଚିନିବାସ ନେଇ କଲେ ବଡ଼ ଘୋଷଣା

Report

ବିପିୟୁଟି କୁଳପତିଙ୍କ କୁଶ ପୁତ୍ତଳିକା ଦାହ

Report

କାର, ମୋଟର ସାଇକେଲ ଧକ୍କା: ୧ ଗୁରୁତର

Report

Leave a Comment