ରାଜଧାନୀରେ ପୁଣି ସାଇବର ଠକ

0

ଭୁବନେଶ୍ୱର: ରାଜଧାନୀରେ ପୁଣି ସାଇବର ଠକ । ପୁଣି ସାଇବର ଠକଙ୍କ ଶିକାର ହେଲେ ଆଉ ଜଣେ । ଲୁଟ ର ଶିକାର ହୋଇଛନ୍ତି ଜଣେ ପୋଲିସ ଅଫିସରଙ୍କ ପତ୍ନୀ । ରାଜ୍ୟ କ୍ରାଇମ ବ୍ୟୁରୋରେ ଥିବା ସବ ଇନ୍ସପେକ୍ଟର ବିଜୟ ମହାଳୀଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ୪୮ ହଜାର ଟଙ୍କା ଲୁଟ ହୋଇଛି । କ୍ରେଡ଼ିଟ ଭେରିଫିକେସନ ଆଳରେ ଲୁଟିଲେ ସାଇବର ଅପରାଧୀ । ଭୁବନେଶ୍ୱର ସାଇବର ଥାନାରେ ଏନେଇ ସବ ଇନ୍ସପେକ୍ଟର ବିଜୟ ଲିଖିତ ଅଭିଯୋଗ କରିଛନ୍ତି ।