ସାହିତ୍ୟ ପତ୍ରିକା ଅମୃତାୟନର ସମ୍ପାଦିକା ଗୀତା ହୋତାଙ୍କ ପରଲୋକ

0

ଭୁବନେଶ୍ୱର : ସାହିତ୍ୟ ପତ୍ରିକା ଅମୃତାୟନର ସମ୍ପାଦିକା ଗୀତା ହୋତାଙ୍କ ପରଲୋକ । ସର୍ବ ପୁରାତନ ଲୋକପ୍ରିୟ ପାରିବାରିକ ଗୀତା ହୋତା ମଙ୍ଗଳବାର ମାଷ୍ଟର କ୍ୟାଣ୍ଟିନ ସ୍ଥିତ ନିଜ ବାସଭବନରେ ରାତି ୯.୪୦ ସମୟରେ ତାଙ୍କର ପରଲୋକ ହୋଇଥିବା ସୂଚନା । ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ ସ୍ଵାମୀ ଡକ୍ଟର ସାତକଡି ହୋତା, ପୁଅ, ବୋହୁ, ଝିଅ, ଜ୍ୱାଇଁ ଓ ଆତ୍ମୀୟ ସ୍ୱଜନ ।