ଦୀପିକାଙ୍କୁ ଟାଇମ୍ ୧୦୦ ଇମ୍ପାକ୍ଟ ଆୱାର୍ଡ

ନିକଟରେ ହୋଇଥିବା ଓସ୍କାର୍ ଆୱାର୍ଡ୍ସକୁ ନେଇ ଚର୍ଚ୍ଚା ଜୋର ଧରିଛି।

0

(ମୁମ୍ବାଇ) : ନିକଟରେ ହୋଇଥିବା ଓସ୍କାର୍ ଆୱାର୍ଡ୍ସକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପାଇଁ ଏହି ଆୱାର୍ଡ ଫଙ୍କସନ୍ ଅଧିକ ପ୍ରାଧାନ୍ୟ ହୋଇଛି । କାରଣ ତାଙ୍କୁ ଟାଇମ୍ ୧୦୦ ଇମ୍ପାକ୍ଟ ଆୱାର୍ଡ ପ୍ରଦାନ କରାଯାଇଛି। ଯାହା ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ସୂଚନାନୁଯାୟୀ , ସୋସିଆଲ ମିଡିଆରେ ଏହି ପୋଷ୍ଟ ସେୟାର କରି ଦୀପିକା ଲେଖିଛନ୍ତି, ‘ମୁଁ ଭାବୁଛି ସୋମବାରର ସକାଳ ପାଇଁ ଏକ ଭଲ ଆରମ୍ଭ’।