ବାଚସ୍ପତିଙ୍କ ପ୍ରକୋଷ୍ଠଙ୍କୁ ମୁଖ୍ୟ ଶାସନ ସଚିବଙ୍କୁ ଓ ଶିକ୍ଷକ ପ୍ରତିନିଧିଙ୍କୁ ଡକାଇ ସମସ୍ୟାର ସମାଧାନ ପାଇଁ ଦାବି

0

ଭୁବନେଶ୍ୱର: ବାଚସ୍ପତିଙ୍କ ପ୍ରକୋଷ୍ଠଙ୍କୁ ମୁଖ୍ୟ ଶାସନ ସଚିବଙ୍କୁ ଓ ଶିକ୍ଷକ ପ୍ରତିନିଧିଙ୍କୁ ଡକାଇ ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ | ବିଜେପି ସଦସ୍ୟ ବି ସମାନ ପ୍ରସଙ୍ଗ ଉଠାଇ ପ୍ରତିବାଦ କରିଥିଲେ | ବାଚସ୍ପତି ବୁଝାଇବା ପରେ ବି ପ୍ରତିବାଦ ଜାରି | ଗୋଟେ ପଟେ ପ୍ରତିବାଦ ଜାରି ରହିଥିବା ବେଳେ କୃଷି ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ଜାରି | ଗୃହର ସୁପରିଚାଳନା ଲାଗି ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି | ୪:୩୪ ପର୍ଯ୍ୟନ୍ତ ଗୃହ ମୁଲତବୀ |