ଡ଼ିଜିପି ବିକେ ଶର୍ମାଙ୍କୁ ଭେଟିଲେ ତିନି ଆଇପିଏସ ଅଫିସର

0

(ଆଦର୍ଶ ରାଉତ / ରିପୋର୍ଟସ ଟୁଡ଼େ ): ଓଡ଼ିଶାର ୨୦୧୮ ବ୍ୟାଚର ଆଇପିଏସ କ୍ୟାଡ଼ରର ତିନି ଜଣ ଅଫିସର ଆଜି ଭୁବନେଶ୍ୱରର ଡ଼ିିଜିପି ବିକେ ଶର୍ମାଙ୍କୁ ଭେଟିଛନ୍ତି । ସେମାନେ ହେଲେ କେରଲର ଏସ .ସୁଶ୍ରୀ , ଉତ୍ତର ପ୍ରଦେଶର ନିତିଶ ୱାଧୱାନି, ତାମିଲ ନାଡ଼ୁର ଅଭିଳାସ ଜି । ଡ଼ିଜିପି ସେମାନଙ୍କୁ ନିଜ କାର୍ଯ୍ୟାଳୟରେ ସ୍ୱାଗତ କରିଛନ୍ତି । ସେମାନଙ୍କୁ ମାନବିକ ମୂଲ୍ୟବୋଧ ଓ ଜଣେ ଆଇପିଏସ ଠାରୁ ସାଧାରଣ ଜନତା ରଖି ଥିବା ଆଶକୁ କପିରି ନିଜ କାର୍ଯ୍ୟମଧ୍ୟରେ ପୂରଣ କରିହେବ ସେ ଦିଗରେ ସେମାନଙ୍କ ସହ ଆଲୋଚନ କରିଥିଲେ ।