ଫିଲ୍ମ ନିର୍ଦ୍ଦେଶିକା ସୁମିତ୍ରା ଭାବେଙ୍କର ଦେହାନ୍ତ

0

( ପୁନେ) : ଫିଲ୍ମ ନିର୍ଦ୍ଦେଶିକା ସୁମିତ୍ରା ଭାବେଙ୍କର ଦେହାନ୍ତ । ୭୮ ବୟସରେ ପରଲୋକ ପୁନେରେ ହୋଇଥିଲା। ଅନେକ ଲୋକପ୍ରିୟ ଫିଚର ଫିଲ୍ମ ବ୍ୟତୀତ ସେ ୫୦ରୁ ଅଧିକ କ୍ଷୁଦ୍ର ଚଳଚ୍ଚିତ୍ର ଏବଂ କିଛି ମରାଠୀ ସିରିଏଲ୍ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ।

ସୂଚାନୁଅନୁଯାୟୀ, ସୁମିତ୍ରାଙ୍କର ଦେହାନ୍ତ ଆଜି ସକାଳ ୬ଟା ୬୪ମିନିଟ୍‌ ରେ ପୁନେର ସାହିଦ୍ରି ସୁପର ସ୍ପେସିଆଲିଟି ହସ୍ପିଟାଲରେ ହୋଇଛି। ଫୁସଫୁସ ସଂକ୍ରମଣ ଏବଂ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିବାରୁ ତାଙ୍କର ମୃତ୍ୟୁ ହୋଇଛି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ ଏବଂ ଗତ ଦୁଇ ସପ୍ତାହ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।