Reporters Today
  • Home
  • ଓଡିଶା
  • ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଡାକ୍ତରଙ୍କ କରୋନା ପଜେଟିଭ
ଓଡିଶା

ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଡାକ୍ତରଙ୍କ କରୋନା ପଜେଟିଭ

(ରଜନୀକାନ୍ତ ପାତ୍ର / ହିଞିଳି) ; ଦିନକୁୁ ଦିନ କରୋନାର ପ୍ରକୋପ ବଢିବାରେ ଲାଗିଛି ବ୍ରହ୍ମପୁରରେ ମଧ୍ୟ କରୋନା ବଢ଼ୁଥିବା ଦେଖିବାକୁ ମିଳୁଛି । ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲ୍ କଲେଜ ହସ୍ପିଟାଲ୍ ଚକ୍ଷୁ ବିଭାଗର ଜଣେ ଡ଼ାକ୍ତର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ତେବେ ପରେ ଅନ୍ୟ କର୍ମଚାରୀଙ୍କ ପରୀକ୍ଷା ଓ ଆଇସୋଲେସନ୍ ପାଇଁ ବ୍ୟବସ୍ଥା କରାଯାଉଛି । ତେବେ ଉକ୍ତ ଡାକ୍ତର ଜଣକ ଆଇସୋଲେସନରେ ରହିଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ରୋଗୀ ତଥା ଡାକ୍ତରମାନଙ୍କୁ ମଧ୍ୟ ସ୍ୱାବ୍ ଟେଷ୍ଟ ହେବା ସହ ଆଇସୋଲେସନ୍ରେ ରହିବାକୁ ଅନୁରୋଧ କରାଯାଇଛି ।

Related posts

୫ଟିରେ ଅଗ୍ନିଶମ ବିଭାଗ

Report

କଟକ ଜିଲ୍ଳାରେ କ୍ଷୟକ୍ଷତି ଆକଳନ କରିଛନ୍ତି କେନ୍ଦ୍ରୀୟ ଟିମ୍

Report

ଯୌତୁକ ପାଇଁ ହତ୍ୟା ଅଭିଯୋଗ

Report

Leave a Comment