(ଭୁବନେଶ୍ୱର / କାଜଲସୁନ୍ଦରାୟ) ; ମଦ ପିଇ କାର ଚାଳକ ଏକ ବାଇକ ଆରୋହିକୁ ଧକ୍କା ଦେବା ପରେ ଗାଡିକୁ ଏକ କିଲୋମିଟର ପର୍ୟ୍ୟନ୍ତ ଘୋସାଡି ଘୋସାଡ଼ି ଆଣିଲା କାର ।କାର ପଛରେ ଗୋଡ଼ାଇ ଗୋଡ଼ାଇ ଧରିଲା କ୍ୟାପିଟାଲ ଥାନା ପୋଲିସ ।ମଦ୍ୟପ କାର ଚାଳକକୁ ଥାନାରେ ଅଟକ ରଖିବା ସହ ଗାଡିକୁ ଜବତ କଲା ପୋଲିସ ।ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ରେ ବାଇକ ଆରୋହି ଚିକିତ୍ସିତ ହେଉଛନ୍ତି ।