Reporters Today
  • Home
  • ଓଡିଶା
  • ମଦ ପିଇ ଗାଡି ଚାଳକଙ୍କ ଉନ୍ମୁକ୍ତକାଣ୍ଡ ।
ଓଡିଶା

ମଦ ପିଇ ଗାଡି ଚାଳକଙ୍କ ଉନ୍ମୁକ୍ତକାଣ୍ଡ ।

(ଭୁବନେଶ୍ୱର / କାଜଲସୁନ୍ଦରାୟ) ; ମଦ ପିଇ କାର ଚାଳକ ଏକ ବାଇକ ଆରୋହିକୁ ଧକ୍କା ଦେବା ପରେ ଗାଡିକୁ ଏକ କିଲୋମିଟର ପର‌୍ୟ୍ୟନ୍ତ ଘୋସାଡି ଘୋସାଡ଼ି ଆଣିଲା କାର ।କାର ପଛରେ ଗୋଡ଼ାଇ ଗୋଡ଼ାଇ ଧରିଲା କ୍ୟାପିଟାଲ ଥାନା ପୋଲିସ ।ମଦ୍ୟପ କାର ଚାଳକକୁ ଥାନାରେ ଅଟକ ରଖିବା ସହ ଗାଡିକୁ ଜବତ କଲା ପୋଲିସ ।ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ରେ ବାଇକ ଆରୋହି ଚିକିତ୍ସିତ ହେଉଛନ୍ତି ।

Related posts

ମାଲକାନଗିରି ଜିଲ୍ଲା ବିଜେଡିର ଯୁବ ସଭାପତି ହେଲେ ଆଡ଼ମା ରାୱା

Report

ମୁମୂର୍ଷୁ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର

Report

କଲରାପତରିଆ ବାଘ ମୃତ୍ୟୁ: କାରଣ ଅସ୍ପଷ୍ଟ

Report

Leave a Comment