Reporters Today
  • Home
  • ବିଶ୍ୱ
  • ନ୍ୟୁଜିଲ୍ୟାଣ୍ଡରେ ତୀବ୍ର ଭୂମିକମ୍ପ
ବିଶ୍ୱ

ନ୍ୟୁଜିଲ୍ୟାଣ୍ଡରେ ତୀବ୍ର ଭୂମିକମ୍ପ

ଜାକର୍ତ୍ତା: ଗୁରୁବାର ନ୍ୟୁଜିଲ୍ୟାଣ୍ଡରେ ତୀବ୍ର ଭୂମିକମ୍ପ ଅନୁଭୂତ ହୋଇଛି। କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୭.୧ ମପା ଯାଇଛି। ଭୂମିକମ୍ପ ଏତେ ତୀବ୍ର ଥିଲା ଯେ ଲୋକେ ଘରୁ ପଦାକୁ ଦୌଡି ପଳାଇ ଆସିଥିଲେ। ଏବେ ସୁନାମୀ ନେଇ ସତର୍କତା ଜାରି ହୋଇଛି। ଏବେ ସୁନାମୀ ସତର୍କତା ଜାରି ହୋଇଥିବା ବେଳେ ଉତ୍ପତି ସ୍ଥଳର ୩୦୦ କିଲୋମିଟର ଅଞ୍ଚଳରେ ସୁନାମୀ ହୋଇପାରେ ବୋଲି ନ୍ୟାସନାଲ ଏମାର୍ଜେନ୍ସି ମ୍ୟାନେଜମେଣ୍ଟ କହିଛନ୍ତି।

Related posts

ବିଦ୍ୟୁତ ଟ୍ରାନ୍ସଫର୍ମ ବିସ୍ଫୋରଣ ରେ ପଶ୍ଚିମ ନ୍ୟୁୟର୍କ ଅନ୍ଧକାରମୟ

Report

ଆୟୁଷ୍ମାନ ଯୋଜନାକୁ ଗେଟ୍ସଙ୍କ ପ୍ରଶଂସା

Report

ଆଜିଠାରୁ ୩ ଦିନ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ

Report

Leave a Comment