ଓଜନ କମାଇବା ପାଇଁ ଖାଆନ୍ତୁ ଏତିକି ରୋଟି

0

( ପ୍ରିୟଦର୍ଶନୀ ସ୍ୱାଇଁ / ରିପୋର୍ଟସ ଟୁଡ଼େ ): ବର୍ତ୍ତମାନ ବ୍ୟସ୍ତବହୁଳ ଜୀବନ ଭିତରେ ସମସ୍ତଙ୍କର ଗୋଟିଏ ଚିନ୍ତା ସେ ହେଉଛି ଓଜନ । ଓଜନ ପାଇଁ ଯଦି ଆପଣ ସତରେ ଚିନ୍ତିତ ରହିଛନ୍ତି ତେବେ ଏହି ବିଷୟରେ ଜାଣିବା ନିହାତି ଜରୁରୀ । ପ୍ରତିଦିନ ଆପଣ କେତୋଟି ରୁଟି ଖାଇବେ ଏହା ସମସ୍ତଙ୍କ ମନରେ ପ୍ରଶ୍ନ ରହିଥାଏ । ତେବେ ଆପଣ ଜାଣି ଆଶ୍ଚର‌୍ୟ୍ୟ ହେବେ ଯେ ଶରୀରରେ ଯେତେ କାର୍ବୋହାଇଡ୍ରେଟଅତ୍ୟଧିକ ହୋଇଥାଏ । ତାହା ଶରୀରର ଓଜନ ବୃଦ୍ଧିରେ ସହାୟକ କରିଥାଏ । ଏକ ୬ଇଞ୍ଚ ରୁଟିରେ ୭୧ କ୍ୟାଲେରୀ ରହିଥାଏ । ଯଦି ଆପଣ ଲଞ୍ଚ ଟାଇମରେ ୩୦୦ କ୍ୟାଲେରୀର ଖାଦ୍ୟ ଖାଉଛନ୍ତି । ତାହାଲେ ୨ଟି ରୁଟିରେ ୧୪୦ କ୍ୟାଲେରୀ ପରେ ଅନ୍ୟ ତରକାରୀ ସହ ଗୋଟେ ପ୍ଲେଟ ସାଲାତରେ ଏହି କ୍ୟାଲେରୀ ମିଳିଯିବ । ତେଣୁ ପ୍ରତିଦିନ ୨ଟି ରୋଟୀ ଖାଇବା ଆବଶ୍ୟକ । ଏହା ପରେ କମଳା ରସ ସେବନ କରିପାରିବେ ।