ଶିକ୍ଷାମନ୍ତ୍ରୀ ଯାଇ ପଦ୍ମପୁରରେ ,କିଏ ବୁଝିବ ଶିକ୍ଷକଙ୍କ ସମସ୍ୟା:ନରସିଂହ ମିଶ୍ର,

0

ଭୁବନେଶ୍ୱର:ଶୂନ୍ୟକାଳରେ ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ ଉଠାଇ ସରକାରଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମାଲୋଚନା । ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି । ଯାହା ପଦକ୍ଷେପ ନିଆଯାଉଛି ତାହା କେବଳ ଧର୍ମକୁ ଆଖି ଠାର ଭଳି । ଶିକ୍ଷକ ସଂଘ ସଚିବଙ୍କ ସହ ଆଲୋଚନା କରିଥିଲେ ସେ କହିଲେ ମୁଁ ନୂଆ ଆସିଛି ବୁଝିବି କଣ ହୋଇଛି । ଶିକ୍ଷା ମନ୍ତ୍ରୀ ଯାଇ ପଦ୍ମପୁରରେ ଅଛନ୍ତି । କିଏ ବୁଝିବ ଶିକ୍ଷକ ଙ୍କ ସମସ୍ୟା ।