( ମମତା ସାମଲ ) : ଦନ୍ତା ହାତୀ ଆକ୍ରମଣରେ କଟକ ଜିଲ୍ଲା କହ୍ନେଇପୁର ପଞ୍ଚାୟତର ବଡପୋଖରୀ ଗାଁରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ବୋଲି ଜଣାପଡିଛି । ମୃତ ମହିଳା ଜଣଙ୍କ ହେଲେ ରାମ ମୀନା ସିଂ । ସୂଚନାଅନୁଯାୟୀ , ଗତକାଲି ସନ୍ଧ୍ୟାରୁ ମୀନା ନିଖୋଜ ହୋଇଯାଇଥିଲେ । ଆଜି ସକାଳେ ତାଙ୍କ ମୃତଦେହ ଜଙ୍ଗଲ ପାଖରୁ ମିଳିଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତେଜନା ପ୍ରକାଶ ପାଇଛି ।
previous post