କୃଷକ ଉପଦେଷ୍ଟା କମିଟି ବୈଠକ

0

ସୁବର୍ଣ୍ଣପୁର/ ଓମପ୍ରକାଶ ମିଶ୍ର : ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର କୃଷକ ଉପଦେଷ୍ଟା କମିଟି (ଆତ୍ମା )ର ଷଷ୍ଠତମ ବୈଠକ ଆତ୍ମାର ସଭାପତି ଆଲୋକ ଦେହୁରୀଙ୍କର ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହେଇଥିଲା କ୍ଷ ଏହି ବୈଠକରେ ବୀରମହାରାଜପୁର ବ୍ଳକର ବିଭିନ୍ନ ଅଞ୍ଚଳର କୃଷକ ଉପଦେଷ୍ଟା କମିଟିର ସଭ୍ୟସଭ୍ୟା ବୃନ୍ଦ, ସରକାରୀ କର୍ମଚାରି ବୃନ୍ଦ ଉପସ୍ଥିତ ରହି ଥିଲେକ୍ଷ ଚାଷୀ ମାନଙ୍କର ପାଇଁ ଆସୁଥିବା ସରକାରୀ ସୁବିଧା ସବୁ ଆଲୋଚନା କରାଯାଇଥିଲା।