କଟକ ଗ୍ରାମ୍ୟ ବ୍ୟାଙ୍କ ରେ ଅଗ୍ନିକାଣ୍ଡ !

0

(ଜଗନ୍ନାଥ ମହାନ୍ତି / କଟକ) ; କଟକ ସହରର ମହାନଦୀ ବିହାର ଠାରେ ଥିବା ଗ୍ରାମ୍ୟ ବ୍ୟାଙ୍କ ରେ ଅଗ୍ନିକାଣ୍ଡ ! ଗତ କାଲି ବିଳମ୍ବିତ ରାତିରେ ଅଫିସ କାର୍ଯ୍ୟାଳୟ ବନ୍ଦ ରହିଥିଲା ବେଳେ ଏସିରୁ ସଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି ! ବିଳମ୍ବିତ ରାତିରେ ନିଆଁ ଲାଗିବାର କିଛି ଲୋକ ଦେଖି ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ !ଏବଂ ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ ନିଆଁ କୁ ଆୟତ୍ତ କରିଥିଲେ !