ଜୀବନରେ ସୁଖଶାନ୍ତି ପାଇଁ କରନ୍ତୁ ଏହି ଉପାୟ

0

ଗୃହରେ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ପାଇଁ ଭୋଜନ କକ୍ଷର ମୁଖ୍ୟ ଦ୍ୱାର ନିକଟରେ ଫୁଲର ଫଟୋ ଲଗାନ୍ତୁ ।
♦ ଆର୍ଥିକ ସମ୍ପନ୍ନତା ପାଇଁ ପୂଜା କକ୍ଷରେ ବସିଥିବା ଢଙ୍ଗୀରେ ମା’ଲକ୍ଷ୍ମୀଙ୍କ ଫଟୋ ଲଗାନ୍ତୁ ।
♦ ସନ୍ତାନ ପ୍ରାପ୍ତି ପାଇଁ ପଦ୍ମଫୁଲର ଚିତ୍ର କିମ୍ବା ଗାଈର ଚିତ୍ର ଶୟନ କକ୍ଷରେ ଲଗାନ୍ତୁ ।
♦ଉତ୍ତମ ସ୍ୱାସ୍ଥ୍ୟ ପାଇଁ କର୍ମ ସ୍ଥାନରେ ଉଦୟ ହେଉଥିବା ସୂର୍ୟ୍ୟଙ୍କ ଫଟୋ ଲଗାନ୍ତୁ ।
♦ ଜୀବନରେ ଥିବା କଷ୍ଟ ଓ ସମସ୍ୟାକୁ ଦୂର କରିବା ପାଇଁ ପୂଜା କକ୍ଷରେ ପ୍ରଭୁ ଶିବ କିମ୍ବା କୃଷ୍ଣଙ୍କର ଆଶୀର୍ବାଦ ଦେଉଥିବା ଫଟୋ ଲଗାନ୍ତୁ । କକ୍ଷରେ ଫଟୋ ଲଗାଇବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ-
♦ ଗୃହର କକ୍ଷରେ ସର୍ବଦା ରଙ୍ଗୀନ ଓ ସୁନ୍ଦର ଫଟୋ ଲଗାନ୍ତୁ ।
♦ ବନ୍ୟ ଜନ୍ତୁ, ନିଆଁ ଓ କ ମାନଙ୍କୁ ପ୍ରଣାମ କରିବା ଉଚିତ । ଏହା ଦ୍ୱାରା ଭଗବାନଙ୍କ ଆଶୀର୍ବାଦ ସର୍ବଦା ପ୍ରାପ୍ତି ହୋଇଥାଏ ।
♦ ନିଜ ସ୍ୱାମୀଙ୍କୁ ମଧ୍ୟ ପ୍ରତିଦିନ ପ୍ରଣାମ କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ।
♦ ନାରୀ ମାନେ ଜୋରରେ ହସିବା, ରାସ୍ତାରେ ଅଥବା ଘରେ ବଡ଼ ପାଟିରେ କଥା ହେବା ଦ୍ୱାରା ଗୃହରେ ଳକ୍ଷ୍ମୀଙ୍କ ବାସ ହୋଇ ନଥାଏ ଓ ଧନହାନୀ ମଧ୍ୟ ହୋଇଥାଏ ।
♦ ଗାଧୋଇବା ପରେ ରୋଷେଇ ଗୃହରେ ପ୍ରବେଶ କରିବା ଉଚିତ ଅଥବା ରାତିରେ ପିନ୍ଧିଥିବା ଲୁଗାପଟା ବଦଳାଇ ଅଲଗା ଲୁଗା ପିନ୍ଧି ରୋଷେଇ ଘରେ ପ୍ରବେଶ କରିବା ଉଚିତ ।
♦ ପିଲା ମାନଙ୍କ ଉପରେ ଅଯଥାରେ ରାଗିବା ମଧ୍ୟ ଅନୁଚିତ ।
♦ ନିଜ କାର୍ୟ୍ୟକୁ ସର୍ବଦା ଖୁସିରେ ଓ ଅ ।ଗ୍ରହ ସହ କଲେ ଗୃହରେ ଅ ।ନନ୍ଦର ବାତାବରଣ ରହିଥାଏ ।