ଅପରେଟର ସଂଘ ର ପ୍ରତିଷ୍ଠା ଦିବସ 

0

କେନ୍ଦୁଝର/ ବିଜୟ କାରୁଆ :କେନ୍ଦୁଝର ଜିଲ୍ଲାରେ ପାଟଣା ବାବା ବିଶ୍ଵକର୍ମା ଅପରେଟର ସଂଘ ପାଳିଲା ପ୍ରଥମ ପ୍ରତିଷ୍ଠା ଦିବସ । ଏହି ପ୍ରତିଷ୍ଠା ଦିବସ ରେ ଅପରେଟର ସଂଘ ସଭାପତି କ୍ଷୀରୋଦ ମହାନ୍ତ ଙ୍କ ଅଧ୍ୟକ୍ଷତାରେ ପାଟଣା ଆନନ୍ଦେଶ୍ୱର ଶିବ ମନ୍ଦିର ପରିସର କୁ ସଫେଇ କରାଯାଇଛି । ଏଥି ସହ  ପାଟଣା ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀ ମାନ ଙ୍କୁ ଫଳ ବଣ୍ଟନ କରିବା ସହ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୁବେନ୍ଦୁ ସାଗର କୁମାର ନାଏକ,ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ ଙ୍କୁ ଲୋକ ଙ୍କୁ ସେବା,ସୁରକ୍ଷା ଦାୟତ୍ୱ ତୁଲାଉ ଥିବା ରୁ ଅଧିକାରୀ ଙ୍କୁ ପୁଷ୍ପଗଚ୍ଛ ଦେଇ ସମର୍ଦ୍ଧିତ କରାଯାଇଥିଲା । ଏହି କାର୍ୟ୍ୟକ୍ରମ ରେ ପାଟଣାବ୍ଲକ ର ୨୦ଟି ପଞ୍ଚାୟତ ଅପରେଟର ସଂଘ ରେ ଯୋଗଦାନ କରିଥିଲେ ।