ଇଦ ମିଲାଦୁନ ନବୀ କମିଟି ତରଫରୁ ବନ୍ଧୁ ମିଳନ

0

ଭଦ୍ରକ/ସେକ ଫଇଜାନ କାଦରୀ : ମହା ପୁରୁଷ ପ୍ରଫେଟ ମୋହମ୍ମଦଙ୍କ ଜନ୍ମଦିନ ଉପଲକ୍ଷେ ପ୍ରଥମ ଥରେ ଏକ ବନ୍ଧୁ ମିଳନ ସମାରୋହ ପୁରୁଣା ବଜାର ଚୌଉଖଣ୍ଡି ଠାରେ ଅନୁଷ୍ଠିତ ହୋଇଯାଇଛି | ଯଶନେ ଇଦ ମିଲାଦୁନ କମିଟିର ମୁଖ୍ୟଙ୍କ ସଭାପତି ତୂରେ ଅନୁଷ୍ଠିତ ଏହି ବନ୍ଧୁ ମିଳନ ସମାରୋହରେ IG ହିମାଂଶୁ ଲାଲ, ଭଦ୍ରକ ଏସପି ଚରଣ ସିଂ ମୀନା ଭଦ୍ରକ ଚଉଦମହଲ୍ଲା ସଭାପତି ଅବଦୁଲ ବାରି, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲିକ, ପୌରପାଳିକା ଚେରପର୍ସନ ଗୁଲମକ୍କୀ ହବିବ,ନଳିନୀ ମାହାନ୍ତି, ହିନ୍ଦୁ ସୁରକ୍ଷା ସମିତି ର ସଭାପତି ବିଦ୍ୟାଧର ସାହୁ, ନାଶିର ବେଗ,ତନଉଇର, 26 ନମ୍ବର ୱାର୍ଡ କାଉନସିଲର ଜୁଲଫୁକାର ଅଲି, ସମାଜ ସେବୀ ଓ ବୁଦ୍ଧି ଯିବି ମାନେ ଏବଂ ହିନ୍ଦୁ ସମ୍ପାଦୟ ର ବରିଷ୍ଠ ନେତା ମାନେ ଯୋଗ ଦେଇଥିଲେ |

ତେବେ ମାହା ପୁରୁଷ ମୋହମ୍ମଦଙ୍କ ଜନ୍ମଦିନ ଉପଲକ୍ଷେ କିପରି ଭଦ୍ରକ ସହରର ଭାଇଚାରା ରକ୍ଷା କୁ ସୁଦର କରୁଛି ସେ ବିଷୟରେ ଆଲୋଚନା କରିଥିଲେ | ଏହି ବନ୍ଧୁ ମିଳନ ରେ ଡାକ୍ତର ଦୀପକ କୁମାର ଜେନା ଓ ଶେଖ ସରିଫ ସାରଙ୍କୁ ସମ୍ବର୍ଦ୍ଧନା କରିଥିଲେ  | ଏହି ସମାରୋହ ରେ ଉଭୟ ସମ୍ପର୍ଦୟର ସତାଧିକ ଲୋକ ଯୋଗ ଦେଇଥିଲେ |