ରାଜ୍ୟର ୩୧୪ ବ୍ଲକରେ ମିନି ଷ୍ଟାଡିୟମ ପାଇଁ ଅର୍ଥ ମଞ୍ଜୁରୀ

0

ଭୁବନେଶ୍ୱର : ରାଜ୍ୟର ୩୧୪  ବ୍ଲକରେ ମିନି ଷ୍ଟାଡିଅମ ନିର୍ମାଣ ପାଇଁ ଅର୍ଥ ମଂଜୁର ହୋଇଛି | ପ୍ରତି ବ୍ଲକକୁ ୨୦ ଲକ୍ଷ ଟଙ୍କା ଦିଆଯାଇଛି |  ୨୪୨  ମିନି ଷ୍ଟାଡିଅମ ନିର୍ମାଣ କାମ ସରିଛି | ୫୯ର କାମ ଚାଲିଛି | ଜମି ଅଧିଗ୍ରହଣ ସମସ୍ୟା ଥିବାରୁ ୧୩ଟିର କାମ ଆରମ୍ଭ ହୋଇ ନଥିବା ଗୃହରେ ଉତ୍ତର ରଖିଲେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା |