ଅପରାଧ ଓଡିଶା

ମକର ପର୍ବ ସମୟରେ ଯୁବତୀଙ୍କୁ ଗଣଦୁଷ୍କର୍ମ

ମୟୁରଭଞ୍ଜ-  ମୟୁରଭଞ୍ଜ ବାରିପଦାରେ ଲଜ୍ଜାଜନକ ଘଟଣା ଘଟିଛି । ମକର ପର୍ବ ପାଳନ ସମୟରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଏନେଇ ବାରିପାଦା ଟାଉନ ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ବାରିପଦା ଟାଉନ ଥାନା ଅନ୍ତର୍ଗତ ଅଞ୍ଚଳରେ ଆଜି ଭୋର ସମୟରେ ମକର ପର୍ବ ପାଳନ ସମୟରେ ଯୁବତୀ ଜଣକ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଦୁଷ୍କର୍ମ କରିଥିବା ଦୁଇ ଜଣ ବ୍ୟକ୍ତି ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Related posts

ଦୁର୍ଗା ପୂଜାକୁ ନେଇ ଚଳଚଞ୍ଚଳ ଅନୁଗୋଳ

Report

ବିଧାନସଭା ସଚିବ ଭାବେ ଦାୟିତ୍ୱ ନେଲେ ଦାଶରଥୀ

Report

ଇଂରାଜୀ ମିଡିୟମ ସ୍କୁଲ ସ୍ଥାପନ

Report

Leave a Comment