ପ୍ରଚାରରୁ ପିଙ୍କି ପ୍ରଧାନ ଏବଂ ଠାକୁର ରଞ୍ଜିତ ପ୍ରଧାନଙ୍କୁ ବାହାର କର

0

ଭୁବନେଶ୍ୱର: ପ୍ରଚାରରୁ ପିଙ୍କି ପ୍ରଧାନ ଏବଂ ଠାକୁର ରଞ୍ଜିତ ପ୍ରଧାନଙ୍କୁ ବାହାର କରାଯାଉ ବୋଲି ଦାବି କଲା ବିଜେଡି । ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କ ନେତୃତ୍ୱରେ ସିଇଓ ନିକଟରେ ଫେରାଦ ହେଲା ବିଜେଡି ପ୍ରତିନିଧି ଦଳ । ବିଜେପିର ପଦ୍ମପୁର ଜିଏସଟି ରେଡ୍ ବେଳେ ହୋଇଥିବା ହିଂସାଣ୍ଡକୁ ବିଜେଡି ନିନ୍ଦା କରିଛି । ସେଥିପାଇଁ ନିର୍ବାଚନମଣ୍ଡଳୀରୁ ତିନି ବିଜେପି ନେତାଙ୍କୁ ତଡିବା ପାଇଁ ଦାବି କରିଛି । ଠାକୁର ରଞ୍ଜିତ ଦାସ, ପିଙ୍କି ପ୍ରାଧାନଙ୍କୁ ପ୍ରଚାରରୁ ବାଦ୍ କରିବାକୁ ଦାବି କରାଯାଇଛି । ତତ୍ ସହିତ କାଳନ୍ଦୀ ସାମଲଙ୍କୁ ମଧ୍ୟ କ୍ୟାମ୍ପେନରୁ ବାଦ୍ ଦେବାକୁ ଦାବି କରିଛି ବିଜେଡି ।