ମନ୍ତ୍ରୀଙ୍କ ପାଖରେ ଧାରଣା ଦିଅ ଆଉ MSP ବୃଦ୍ଧି କର

0

ଭୁବନେଶ୍ୱର :ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ଧାରଣାରୁ ଉଠିବା ସହ କକ୍ଷତ୍ୟାଗ କଲେ ବିଜେପି ବିଧାୟକ। ସେମାନେ କକ୍ଷତ୍ୟାଗ କଲାବେଳକୁ ପଞ୍ଚାୟତିରାଜ ମନ୍ତ୍ରୀ ହାତଯୋଡି ଅନୁରୋଧ କଲେ,ଆସନ୍ତାକାଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓଡିଶା ଗସ୍ତରେ ଆସିବେ। ତାଙ୍କ ପାଖରେ ଧାରଣା ଦିଅ। ଆଉ MSP ବୃଦ୍ଧି କର।