କେମିକାଲ କମ୍ପାନୀରେ ବିସ୍ପୋରଣ , ୬ ମୃତ

କେମିକାଲ କମ୍ପାନୀରେ ଘଟିଛି ଏକ ଦୁର୍ଘଟଣା ।

0

(ଗୁଜୁରାଟ) : କେମିକାଲ କମ୍ପାନୀରେ ଘଟିଛି ଏକ ଦୁର୍ଘଟଣା । ବିସ୍ଫୋରଣ ଗୁଜୁରାଟର ଭରୁଚରେ ଏକ କେମିକାଲ କମ୍ପାନୀରେ ବଡ଼ ଧରଣର ଅଘଟଣ । ଫଳରେ ଏହି ଘଟଣାରେ ୬ଜଣଙ୍କର ମୃତ୍ୟୁ ଘଟିଛି ।

ଅହମଦାବାଦରୁ ପ୍ରାୟ ୨୩୫କିମି ଦୂରରେ ଥିବା ଦେହେଜ୍ ଇଣ୍ଡଷ୍ଟ୍ରିଆଲ୍ ଏରିଆସ୍ଥିତ ୟୁନିଟରେ ସକାଳ ପ୍ରାୟ ୩ଟା ସମୟରେ ଏହି ଘଟଣା ଘଟିଛି ।

ବିସ୍ଫୋରଣ ଗୁଜୁରାଟରେ ଏକ କେମିକାଲ କମ୍ପାନୀରେ ଘଟିଛି ଏକ ବଡ଼ ଧରଣର ଅଘଟଣ । ଫଳରେ ଏହି ଘଟଣାରେ ୬ଜଣଙ୍କର ମୃତ୍ୟୁ ଘଟିଛି । ପରେ ମୃତଦେହକୁ ଜବତ କରାଯାଇ ଶବ ବ୍ୟବଚ୍ଛେଦ ଲାଗି ପଠାଇ ଦିଆଯାଇଛି । ଏହାର ନିଆଁକୁ ଆୟତ୍ତ କରିଦିଆଯାଇଛି ।