ଭୁବନେଶ୍ୱର: ନୂଆଦିଲ୍ଲୀ ଅଶୋକା ହୋଟେଲରେ ହକି ଇଣ୍ଡିଆର ବାର୍ଷିକ ପୁରସ୍କାର- ୨୦୨୨ ପ୍ରଦାନ କରାଯାଇଛି । ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲୀପ ତିର୍କିଙ୍କ ଅଭିଭାଷଣ ପରେ କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା ।କ୍ରୀଡାବିତ ଅମିତ୍ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ସମାଇଲଷ୍ଟୋନ ଆଓ୍ବାର୍ଡ ଦିଆଯାଇଥିଲା । ଅନ୍ୟପକ୍ଷରେ ଓପିଶାକୁ ହକି ଇଣ୍ଡିଆ ତରଫରୁ ସମ୍ମାନିତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଆୱାର୍ଡ଼ ଗ୍ରହଣ କରିଥିଲେ ନୂଆଦିଲ୍ଲୀ ଆବାସିକ କମିଶନର ଏସ୍ ରବିକାନ୍ତ ।