Reporters Today
  • Home
  • ଭାରତ
  • ବଜେଟରେ କଣ ଶସ୍ତା, କଣ ମହଙ୍ଗା ଆସନ୍ତୁ ଜାଣିବା
ଭାରତ

ବଜେଟରେ କଣ ଶସ୍ତା, କଣ ମହଙ୍ଗା ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ସୋମବାର ଦିନ ଚଳିତ ବର୍ଷର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତିଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ସଂସଦରେ । ପ୍ରଥମ ଡିଜିଟାଲ ବଜେଟକୁ ରେ ‘ମିନି ବଜେଟ୍‌’ ବୋଲି କୁହାଯାଉଛି। ବଜେଟରେ ବିଭିନ୍ନ କ୍ଷେତ୍ର ପାଇଁ ବ୍ୟାପକ ପ୍ୟାକେଜ ଘୋଷଣା ହୋଇଛି। ଏହି ବଜେଟରେ କ’ଣ ଶସ୍ତା ହୋଇଛି ଆଉ କ’ଣ ମହଙ୍ଗା, ଆସନ୍ତୁ ଜାଣିବା:
ସୁନ, ରୁପା ଅଳଙ୍କାର, ନାଇଲନ୍‌ ପୋଷାକ, ଲୁହା, ବୀମା, ଜୋତା, ଷ୍ଟିଲ, ସୋଲାର ଲଣ୍ଠନ, କପର୍ ସ୍କ୍ରାପ୍, ତମ୍ବା ସାମଗ୍ରୀ ଶାସ୍ତା ହୋଇଥିବା ବେଳେ ରତ୍ନ ପଥର, ବିଦ୍ୟୁତ ଉପକରଣ, ମୋବାଇଲ ଫୋନ, ମୋବାଇଲ ଚାର୍ଜର, ସୋଲାର ଇନଭର୍ଟର, କଟନ୍ ପୋଷାକ, ସିଲ୍କ ପୋଷାକ, ବିଦେଶୀ ଅଟୋ ପାର୍ଟସ, ବିଦେଶୀ ଖାଦ୍ୟ ତୈଳ, ପେଟ୍ରୋଲ ଓ ଡିଜେଲ୍, ମଦ ମହଙ୍ଗା ହୋଇଛି ।

 

Related posts

ଇଡି ସମ୍ମୁଖରେ ହାଜର ହେଲେ ରବର୍ଟ

Report

ଜଳସେଚନ ଦୁର୍ନୀତି ମାମଲାରେ ଅଜିତ ପାୱାରଙ୍କୁ କ୍ଲିନ୍‌ଚିଟ୍‌

Report

ନିର୍ବାଚନ କମିସନଙ୍କୁ ଭେଟିବ ବିଜେଡ଼ିର ପ୍ରତିନିଧି ଦଳ

Report

Leave a Comment