ସାଲେପୁର ବହୁଗ୍ରାମ ପଞ୍ଚାୟତରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ଉଦଘାଟନ

ବିଜେଡି କର୍ମୀ ଏବଂ ନେତା ଯୋଗଦାନ କରିଥିଲେ

0

ସାଲେପୁର/ ତାରାକାନ୍ତ ନାୟକଙ୍କ:- ଆଜି ସାଲେପୁର ବ୍ଲକ ବହୁଗ୍ରାମ ପଞ୍ଚାୟତର ବିଭିନ୍ନ ଉନୟନ ମୂଳକ କାର୍ୟ୍ୟ ର ଉଦଘାଟନ ହୋଇଛି ।ଏହି ପଦଯାତ୍ରାରେ ବହୁଗ୍ରାମ ପଣ୍ଡାସାହିଠାରୁ ଆରମ୍ଭ ହୋଇ ବିଶ୍ୱନାଥ ପୁର, ସିଙ୍ଗମାପୁ, ବାହାଦୁଲାପାଟଣା ଠାରେ ଶେଷ ହୋଇଥିଲା ।

ସାଲେପୁର ବ୍ଲକ ବହୁଗ୍ରାମ ଠାରେ ଥିବା ବ୍ରିଟିଶ ପ୍ଲେ ସ୍କୁଲର ନିଜସ୍ୱ ଗୃହ ଉଦଘାଟନ କରିଥିଲେ କ୍ଷ ଏହି ପଦଯାତ୍ରା ଉଦଘାଟନ କାର୍ୟ୍ୟକର୍ମରେ ମୁଖ୍ୟଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା,ଜିଲ୍ଲା ପରିଷଦ ସଭ୍ୟା ରଞ୍ଜିତା ସେଠି, ସରପଞ୍ଚ ରଶ୍ମିତା ମିଲ୍ଲିକ, ସମିତି ସଭ୍ୟା ଇତିଶ୍ରୀ ମଲ୍ଲିକ, କଟକ ଜିଲ୍ଲା ଯୁବ ବିଜେଡି ଉପ ସଭାପତି ଏବଂ ବି.ଜେ.ଡି ଦଳର ସୁସଂଗଠକ ବିଶ୍ୱଜିତ୍ ଚାଟାର୍ଜି, ଜ୍ଞାନରଞ୍ଜନ ପଟ, ଆହୁରି ବିଜେଡି ଦଳ ର ଛାମୁଆ କର୍ମୀ ଏବଂ ନେତା ପ୍ରମୁଖ ଉପସ୍ଥିତ ରହିଥିଲେ ।