ଶୃଙ୍ଖଳାକୁ କବଜା କଲା ଭାରତ

0

ବ୍ୟୁରୋ : ଗତକାଲି ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତ ତାର ପ୍ରତିଦ୍ୱନ୍ଦି ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ଏହି ମ୍ୟାଚରେ ଭାରତ ପକ୍ଷରୁ ଧୁଆଁଧାର ବ୍ୟାଟିଂ କରିଥିଲେ ଶ୍ରେୟସ ଆୟର । ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୨୭୮ ରନ୍ର ଟାର୍ଗେଟ ରଖିଥିଲା ଦଳ । କିନ୍ତୁ ଭାରତ ଧୁଆଁଧାର ବ୍ୟାଟିଂ କରି ବିଜୟ ହାସଲ କରିନେଇଥିଲା । ଫଳରେ ଏହି ୩ ମ୍ୟାଚ ଶୁଙ୍ଖଳାକୁ ନିଜ ବକବ୍ଜାକୁ ନେଇଛି ଭାରତ ।

ଯାହାଫଳରେ ଶୁଙ୍ଖଳା ୧-୧ ରେ ବରାବର ରହିଛି । ଆସନ୍ତା ମ୍ୟାଚ ଦୁଇ ଦଳ ପାଇଁ କର ବା ମର ପରିସ୍ଥିତି ରହିବ । ଟି୨୦ ଶୃଙ୍ଖଲାକୁ ରୋହିତ ବାହିନୀ ୨-୧ ରେ ପୋଛି ନେଇଥିବା ବେଳେ ଶିଖର ବାହିନୀ ବି ଏହି ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇପାରେ । ଦକ୍ଷିଣ ଆଫ୍ରିକା ତରଫରୁ ରିଜା ହେନରିକ୍ସ (୭୪) ଏଦେନ ମାରକ୍ରମ (୭୯) ମଧ୍ୟରେ ୧୨୯ ରନ୍ର ଭାଗିଦାରୀରେ ଦଳ ୧୭୮ ରନ୍ ସଂଗ୍ରହ କରି ପାରିଥିଲା । ଜବାବରେ ଭାରତ ୪.୧ ଓଭର ପୂର୍ବରୁ ମାତ୍ର ୩ ଓିକେଟ୍ ହରାଇ ଇଶାନ୍ ଓ ଆୟରଙ୍କ ଧୁଆଁଧାର ବ୍ୟାଟିଂ ଫଳରେ ବିଜୟ ହାସଲ କରିଥିଲା ।