କୃଷି ଆଇନ ବିରୋଧରେ ଭାରତ ବନ୍ଦ

0

ଭୁବନେଶ୍ୱର(ଆଦର୍ଶ ରାଉତ):  ବିବାଦିୟ କୃଷି ଆଇନ ବିରୋଧରେ ଆଜି ଭାରତ ବନ୍ଦ । ସଂୟୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଏହି ଭାରତ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ସରକାରୀ ଏବଂ ବେସରକାରୀ କାର୍ଯ୍ୟଳୟ, ଶିକ୍ଷାନୁଷ୍ଠାନ, ଦୋକାନ, ବଜାର, ଶିଳ୍ପ ଏବଂ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ । ଦିଲ୍ଲୀ ବର୍ଡର ଓ ଗାଜପୁର ବର୍ଡରେ ଚାଷୀ ମାନେ ଧାରଣା ଦେବା ସହ ଟ୍ରାଫିକ ଜାମ କରିବେ ।
ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ