କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ୨୦୨୨ରେ ‘ଅଲ୍ ଦ୍ୟାଟ୍ ବ୍ରିଥ୍‌ସ’

ଫିଲ୍ମ ନିର୍ମାତା ଶୌନକ ସେନଙ୍କ ଡକ୍ୟୁମେଣ୍ଟାରୀ ‘ଅଲ୍ ଦ୍ୟାଟ୍ ବ୍ରିଥ୍‌ସ’।

0

(ମୁମ୍ବାଇ) : ଫିଲ୍ମ ନିର୍ମାତା ଶୌନକ ସେନଙ୍କ ଡକ୍ୟୁମେଣ୍ଟାରୀ ‘ଅଲ୍ ଦ୍ୟାଟ୍ ବ୍ରିଥ୍‌ସ’। କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ୨୦୨୨ ରେ ସ୍ପେଶାଲ୍ ସ୍କ୍ରିନିଂ ସେଗମେଣ୍ଟରେ ପ୍ରିମିୟର୍ ହେବ।

ବିଶ୍ୱର ପ୍ରତିଭାଶାଳୀ ଅଭିନେତାମାନଙ୍କର ସବୁଠାରୁ ପ୍ରତିଷ୍ଠିତ ପର୍ବ ଭାବରେ ବିବେଚନା କରାଯାଉଥିବା ଏହି ୧୦ ଦିନିଆ ଉତ୍ସବରେ ହଲିଉଡର ପ୍ରସିଦ୍ଧ ମାଭେରିକ୍ ଏବଂ ଏଲଭିସ୍ ପ୍ରେସ୍ଲିଙ୍କ ବାୟୋପିକ ମଧ୍ୟ ଦେଖିବାକୁ ମିଳିବ।

୯୦ ମିନିଟର ଲମ୍ବା ଡକ୍ୟୁମେଣ୍ଟାରୀ ଭାଇଭଉଣୀ ମହମ୍ମଦ ସୌଦ ଏବଂ ନାଦିମ ଶାହାଜାଦଙ୍କର। ଯିଏକି କ୍ଷତବିକ୍ଷତ ପକ୍ଷୀମାନଙ୍କୁ, ବିଶେଷକରି କଳା ଚିଲକୁ ବଞ୍ଚାଇବା ଏବଂ ଚିକିତ୍ସା କରିବା ପାଇଁ ଯିଏ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ।