ଟି-୨୦ ପାଇଁ ଭାରତୀୟ ଦଳ ଘୋଷଣା

0

ଭୁବନେଶ୍ୱର( ଚିନ୍ମୟୀ ସ୍ୱାଇଁ):-ଟି-୨୦ ବିଶ୍ୱକପ୍ : ଭାରତୀୟ ଦଳ ଘୋଷଣା । ଟି-୨୦ ପାଇଁ ଭାରତୀୟ ଦଳ ଘୋଷଣା ।ଟିମ୍ କୁ ଫେରିଲେ ଯଶ୍ୱପ୍ରିତ ବୁମରା ଓ ହର୍ଷଲ ପଟେଲ । ଟିମର ନେତୃତ୍ୱ ନେବେ ରୋହିତ ଶର୍ମା । ସ୍କାଡରେ ରହିଛନ୍ତି କେ .ଏଲ ରାହୁଲ, ବିରାଟ କୋହିଲ , । ତେବେ ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା,ରିଷଭ ପନ୍ଥ, ଦିନେଶ କାର୍ତ୍ତିକ ହାର୍ଦ୍ଦିକ ପାଣ୍ଡ୍ୟା , ଆର.ଅଶ୍ୱିନୀ, ଅକ୍ଷର ପଟେଲ , ୟୁଜବେନ୍ଦ୍ର ଚହଲ ଭୁବନେଶ୍ୱର କୁମାର , ଅର୍ଶଦୀପ ସିଂ ଦଳରେ ସାମିଲ ।