( ମମତା ସାମଲ) : ଜେଲରୁ ମୁକୁଳିିଲେ ବିଜେପି ନେତା ଜୟନାରାୟଣ ମିଶ୍ର । ବନାବିରା ଗୁଳିକାଣ୍ଡ ମାମଲାରେ ଗିରଫ ହୋଇଥିବା ଜୟନାରାୟଣ ଆଜି ସମ୍ବଲପୁରର ସୋହେଲା ଜେଲରୁ ମୁକୁଳିଛନ୍ତି । ୨ ଦିନ ତଳେ ଜୟନାରାୟଣଙ୍କୁ ହାଇକୋର୍ଟ ସର୍ତମୂଳକ ଜାମିନ ଦେବାସହ ୫୦ ହଜାର ଟଙ୍କା ଓ ଦୁଇ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନି ମିଳିଥିଲା । ଏବଂ ନିମ୍ନ ଅଦାଲତଙ୍କ ବିନା ଅନୁମତିରେ ଜୟନାରାୟଣ ବାହାରକୁ ନ ଯିବା ପାଇଁ ଜାମିନରେ ସର୍ତ ରହିଛି ।