ଝାରପଡା ଜେଲରେ ଯାଞ୍ଚ

0

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଝାରପଡା ଜେଲରେ ଆଜି ଅଚାନକ ଯାଞ୍ଚ କରାଯାଇଛି । ହାଇଦର ଚମ୍ପଟ ମାରିବା ପରେ ଜେଲ ବିଭାଗର ତତ୍ପରତା । ୧୬ଟି ସମ୍ବେଦନଶୀଳ ଜେଲ ଉପରେ ନଜର ପାଇଁ ଏସ୍ପିମାନଙ୍କୁ ନିର୍ଦ୍ଦେଶ । ଯାଞ୍ଚ କଲେ ବିଧାୟକ ଆଇଜି ଓ ଡିଆଇଜି । କଏଦୀଙ୍କ ରୁମ ଯାଞ୍ଚ କରି ସୁରକ୍ଷା ବଦସ୍ଥା ପରଖିଲେ ଦୁଇ ଅଧିକାରୀ । ଗ୍ୟାଙ୍କଗ ଟିଟୋ ଓ ରାଜାଙ୍କୁ କଡା ଚେତାବନୀ ଦେଇଥିବା ସୂଚନା ।