ଭିଜିଲାନ୍ସ ଜାଲରେ ଜିଆରଏସ୍

0

ଉଦଳା/ଦିପକ କୁମାର ମିଶ୍ର: ଭିଜିଲାନ୍ସ ଜାଲରେ ଜିଆରଏସ୍ । କପ୍ତିପଦା ବ୍ଲକ ଲାବଣ୍ୟଦେଇପୁର ପଂଚାୟତର ଜିଆରଏସ୍ ନିକୁଞ୍ଜ ବିହାରୀ ବିଶ୍ୱାଳ । ଲାବଣ୍ୟଦେଇପୁର ଗ୍ରାମର ବାବୁପାତ୍ରଙ୍କୁ ୧୮ ଜଣ ବ୍ୟକ୍ତିଙ୍କର ଜବକାର୍ଡ ତିଆରି କରାଇଦେବା ପାଇଁ ଜିଆରଏସ୍ ନିକୁଞ୍ଜ ବିହାରୀ ୫୪୦୦ ଟଙ୍କାର ମୂଲଚାଲ କରିଥିଲେ । ପୂର୍ବରୁ ୫୦୦ ଟଙ୍କା ଦେଇସାରିଥିଲେ ବାବୁ ପାତ୍ର । ଏବେ ପୁଣି ୪୦୦୦ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ହାବୁଡରେ ପଡିଯାଇଥିଲେ । ତେବେ ପାଖରୁ  ଟଙ୍କା ଜବତ କରିଛି ଭିଜିଲାନ୍ସ ।