ଭିଜିଲାନ୍ସ ପଞ୍ଝାରେ ଜୁନିୟର ଇଂଜିନିୟର

0

ଭୁବନେଶ୍ୱର : ଦିନକୁ ଦିନ ବଢ଼ିବାରେ ଲାଗିଛି ଲାଞ୍ଚ କାରବାର | କେତେବେଳେ ଭିଜିଲାନ୍ସ ଜଳରେ ଲାଞ୍ଚ ନେଲାବେଳେ ଡାକ୍ତର ଧରାପଡୁଛନ୍ତି ତ ଆଉ କେତେବେଳେ ସରକାରୀ କର୍ମଚାରୀ | ଏବେ ପୁଣି ଜଣେ କନିଷ୍ଠ ଯନ୍ତ୍ରୀକୁ ମାଡ଼ିବସିଛି ଭିଜିଲାନ୍ସ | ରୋଡ କାମ ପାଇଁ ଜଣେ କଣ୍ଟ୍ରାକଟରଙ୍କଠାରୁ ନେଉଥିଲେ ୫୦୦୦୦ ଲାଞ୍ଚ | କନିଷ୍ଠ ଯନ୍ତ୍ରୀ ରମାକାନ୍ତ ବେହେରା ହୋଇଥିବା ବେଳେ ସେ ଜଣେ କଣ୍ଟ୍ରାକ୍ଟର ଠାରୁ ରାସ୍ତା କାମ ପାଇଁ ନେଉଥିଲେ ଲାଞ୍ଚ |