ଓଡିଶା

ଭାରସାମ୍ୟ ହରାଇ ଓଲଟି ପଡିଲା ଟ୍ରକ

( ବନବାସୀ ପ୍ରଧାନ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଜକିକିଆ ନିକଟରେ ଏକ ୧୮ ଚକିଆ କୋଇଲା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଛି । କୋଇଲା ବୋଝେଇ ହୋଇଥିବା ଟ୍ରକଟି ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ତେବେ ଏହି ଘଟଣାରେ କେହି କ୍ଷତିଗ୍ରସ୍ତ ହୋଇନଥିବାବେଳେ ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବା ସୂଚନା ମିଳିଛି ।

Related posts

ତାତିରେ ଛଟପଟ ପଶ୍ଚିମ ଓଡିଶାବାସୀ

Report

ଏସସିବି ଟେଲି ମେଡିସିନ ବିଭାଗରେ ଅଗ୍ନିକାଣ୍ଡ

Report

ପ୍ରତ୍ୟାହାର ହେଲା ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ, ଟ୍ୱିଟ କରି ଜଣାଇଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

Report

Leave a Comment