ସୋସିଆଲ ମିଡ଼ିଆରେ ଭାଇରଲ ହେଲା ସୈଫ- କରୀନାଙ୍କ ଫୋଟୋ
ବଲିଉଡ଼ ଷ୍ଟାର ରଣବୀର କପୁର ଏବଂ ଆଲିୟା ଭଟ୍ଟଙ୍କ ବିବାହରେ ଅଳ୍ପ ଜଣ ଯୋଗ ଦେଇଥିଲେ ।
(ମୁମ୍ବାଇ) : ବଲିଉଡ଼ ଷ୍ଟାର ରଣବୀର କପୁର ଏବଂ ଆଲିୟା ଭଟ୍ଟଙ୍କ ବିବାହରେ ଅଳ୍ପ ଜଣ ଯୋଗ ଦେଇଥିଲେ । ଏହାରି ମଧ୍ୟରେ କରୀନା କପୁର ଖାନ ସ୍ବାମୀ ସୈଫଙ୍କ ଲୁକ ଭାଇରଲ ହେବାରେ ଲାଗିଛି ।
ସୋସିଆଲ ମିଡ଼ିଆରେ ସୈଫ- କରୀନାଙ୍କ ଫଟୋ ଏବେ ସାମ୍ନାକୁ ଆସିଛି ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି । ଭାଇ ରଣବୀର କପୁରଙ୍କ ବିବାହ ଲାଗି କରୀନା କପୁର ଖାନ ସ୍ବାମୀ ସୈଫଙ୍କ ସହ ଯାଇଛନ୍ତି । ଏହି ସମୟରେ ପଟୈଦୀ କପଲ୍ ଟ୍ରାଡିସନାଲ ଲୁକ୍ରେ ନଜର ଆସିଛନ୍ତି ।
କରୀନା କପୁର ଖାନ ଏବଂ ସୈଫ ଅଲ୍ଲୀ ଖାନ ଏହି ସମୟରେ ଟ୍ରାଡିସନାଲ ଲୁକ୍ରେ ନଜର ଆସିଛନ୍ତି । ସୋସିଆଲ ମିଡ଼ିଆରେ ସୈଫ ଏବଂ କରୀନାଙ୍କ ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି ।