ଯେତେବଡ ବନ୍ୟା ଆସୁ ଆମେ ସଜାଗ

0

(ରିପୋଟର୍ସ ଟୁଡେ): ଅବସ୍ଥା ଦେଖି ବ୍ୟବସ୍ଥା କରିବାକୁ ଲାଗିପଡିଛନ୍ତ ି କେନ୍ଦ୍ରାପଡା ଜିଲ୍ଲାପାଳ । ରାଜ୍ୟରେ ଗତ କିଛିଦିନର ଲଗାନ ବର୍ଷା ବନୟା ପରିସ୍ଥିତି ସୃଷ୍ଟି କରିଛି । ସେଥିପାଇଁ ଆଗୁଆ ସଜାଗ ହେବାକୁ ଚାଲିିଛି ବ୍ୟବସ୍ଥା । ଜିଲ୍ଲାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କୁ ନେଇ କେନ୍ଦ୍ରାପଡା ଜିଲ୍ଲାପାଳ ଆଗୁଆ ପ୍ରସ୍ତୁତି ଜ।।ରି ରଖିଛନ୍ତି ।