ଖଗେଶ୍ବରଙ୍କ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ପ୍ରତିକ୍ରିୟା:ମୁଁ ଜାଣିନି ଏମିତିକି ଶ୍ରଦ୍ଧାଞ୍ଜଳି କୁ ଚିହ୍ନିନି।
ଭୁବନେଶ୍ୱର:ଖଗେଶ୍ବରଙ୍କ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ପ୍ରତିକ୍ରିୟା। ତୃତୀୟ ପର୍ଯ୍ୟାୟ ରିମାଣ୍ଡ ପାଇଁ ଆବେଦନ ଖାରଜ ପରେ ବିଚାର ବିଭାଗୀୟ ହାଜତକୁ ଗଲେ ଖଗେଶ୍ବର କୋର୍ଟରୁ ବାହାରକୁ ବାହାରିବା ସମୟରେ ପ୍ରତିକ୍ରିୟା। ମୁଁ ନିର୍ଦୋଷ।କାହାଠାରୁ ୫ ଟଙ୍କାଟିଏ ଆଣିନି। ଶ୍ରଦ୍ଧାଞ୍ଜଳି କୁ ମୁଁ ଚିହ୍ନିନି। ମୁଁ ଜାଣିନି ଏମିତିକି ଶ୍ରଦ୍ଧାଞ୍ଜଳି କୁ ଚିହ୍ନିନି। ଅର୍ଚ୍ଚନାଙ୍କ ଭାଇକି ପ୍ରଶ୍ନରେ ନାହିଁ କଲେ ଖଗେଶ୍ବର।