ପିପିଲି ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା

0

ଭୁବନେଶ୍ୱର(ଆଦର୍ଶ ରାଉତ) ; ପିପିଲି ଉପନିର୍ବାଚନ ପାଇଁ ତିିନି ପ୍ରମୁଖ ଦଳର ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଛି । ଆସନ୍ତା ୩୦ରେ ହେବ ଭୋଟ୍ ଗ୍ରହଣ ଆଉ ହାତରେ ମାତ୍ର ପ୍ରଚାର ପାଇଁ ୧୩ଟା ଦିନ । ପ୍ରଚାର ଜମିବାକୁ ଯାଉଥିବା ବେଳେ ତିନି ପ୍ରମୁକ ଦଳ ଘୋଷଣା କରିଚନ୍ତି ଷ୍ଟାର ପ୍ରଚାରକର ତାଲିକା । ଏହି ତାଲିକାରେ ୨୦ ଜଣ ଲେଖାଏଁ ନେତାଙ୍କୁ ଷ୍ଟାର ପ୍ରଚାରକ ଭାବେ ଦଳ ଦାୟିତ୍ୱ ଦେଇଛି ।
ଶାସକ ବିଜୁ ଜଜନତା ଦଳର ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ପ୍ରଣବ ପ୍ରକାଶ ଦାସ , ମହେଶ୍ୱର ମହାନ୍ତି , ଦେବି ପ୍ରସାଦ ମିଶ୍ର , ପିନାକୀ ମିଶ୍ର , ପ୍ରତାବ ଦେବ , ଅତନୁ ସବ୍ୟସଚ୍ଚି ନାୟକ , ପ୍ରମିଳା ମଲ୍ଲିକ , ସଞୟ ଦାସ ବର୍ମା , ସମୀର ଦାସ, ଶୁଶାନ୍ତ ଦାସ , ସ୍ନେହାଙ୍ଗିନି ଛୁରିଆ , ପ୍ରିତି ରଞନ ଘଡେଇ , ଉମା ସାମନ୍ତରାୟ , ପ୍ରଣବ ବଲବନ୍ତରାୟ , ବ୍ୟୋମକେଶ ରାୟ , ବିଭୁତି ବଳବନ୍ତରାୟ , ତୁଷାରକାନ୍ତି ବେହେରା , ଦେବୀ ରଞନ ତ୍ରିପାଠି ଓ ସୁଧିର ସାମଲ ଭଳିି ପ୍ରମୁଖ ନେତା ତାଲିକାରେ ରହିଛନ୍ତି ।
ବିରୋଧୀ ବିଜେପି ଦଳର ଷ୍ଟାର ପ୍ରଚାରକ ତାଲିକାରେ ସମୀର ମହାନ୍ତି , ଧର୍ମେନ୍ଦ୍ର ପ୍ରଧାନ , ଅଶ୍ୱିନୀ ବୈଷ୍ଣବ , ବିଶ୍ୱେସର ଟୁଡୁ , ବୈଜନ୍ତ ପଣ୍ଡା , ଡି.ପୂର୍ଣ୍ଣଦେଶ୍ୱରୀ , ବିହୟ ପାଲ ସିଂ ତୋମାର , ଜୁଏଏଲ ଓରାମ , ପ୍ରତାପ ଷଡଙ୍ଗୀ , ମନମୋହନ ସାମଲ , କେ.ଭି ସିଂ ଦେଓ , ସୁରମା ପାଢି , ସମ୍ବିତ ପାତ୍ର , ଅପରାଜିତା ଷଡଙ୍ଗି , ମୋହନ ମାଝି , ପ୍ରଭାତି ପରିଡା , ମାନଓ ମହାନ୍ତିି , ପୃଥ୍ୱିବିରାଜ ହରିଚନ୍ଦନ , ଗୋଲଖ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାର ଆଦି ତାଲିକାରେ ରହିଛନ୍ତି ।
ଅନ୍ୟପଟେ ଜାତୀୟ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ଏ. ଚେଲ୍ଲା କୁମାର , ନିରଞନ ପଟ୍ଟନାୟକ , ରୁଦ୍ର ରାଜୁ , ନରସିଂହ ମିଶ୍ର , ଚିରଞିବ ବିଶ୍ୱାଳ , ପ୍ରଦିପ ମାଝି , ବିପିନ ଦାସ , ରାମଚନ୍ଦ୍ର ଖୁଣ୍ଟିଆ , ଜୟଦେବ ଜେନା , ଶରତ ପଟ୍ଟନାୟକ , ପ୍ରସାଦ ହରିଚନ୍ଦନ , ସୁରେଶ ରାଉତରାୟ , ସପ୍ତଗିରି ଉଲ୍ଲକା ,ସନ୍ତୋଷ ସିଂ ସାଲୁଜ , ମହମ୍ମଦ ମୋକିମ , ଅଧିରାଜ ମୋହନ ପାଣିଗ୍ରାହି , ବିଜୟଲକ୍ଷ୍ମି ସାହୁ , ଗଣେଶ୍ୱର ବେହେରା , ବନ୍ଦିତା ବେହେରା ଓ ସତ୍ୟ ପ୍ରକାଶ ନାୟକ ଆଦି ତାଲିକାରେ ରହିଛନ୍ତି ।