(ରାୟପୁର) ; ରାୟପୁର ଲକଡାଉନ , କରୋନା ସଂକ୍ରମଣ ଅଣାୟତ୍ତ ଦେଖି ଲକଡାଉନ କଲେ ସରକାର । ଛତିଶଗଡର ରାୟପୁର ସମ୍ପୁର୍ଣ ଲକଡାଉନ ରୁପେ ଲକଡାଉନ କଲେ ସରକାର ! ଏପ୍ରିଲ ୯ ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା , ୯ ତାରିଖ ସଂନ୍ଧ୍ୟା ୬ ଟାରୁ ୧୯ ତାରିଖ ସକାଳ ୬ ଟା ଯାଏ ରହିବ ଲକଡାଉନ ।