ଭୁବନେଶ୍ୱର:ଦେଶକୁ ମିଳିଲା ନୂଆ ସିଡିଏସ । ଅନୀଲ ଚୌହ୍ୱାନ ନୂଆ ସିଡିଏସ ।ଲେଫ୍ଟନାଣ୍ଟଜେନେରାଲ ଅନୀଲ ଚୌହ୍ୱାନ ହେବେ ନୂଆ ସିଡିଏସ । ସିଡିଏସ ଭାବେ ଅନୀଲ ଚୌହ୍ୱାନଙ୍କୁ ନିୟୁକ୍ତି ଦେଲେ କେନ୍ଦ୍ର ସରକାର ।ସିଡିଏସ ସହ ମିଲିଟାରୀ ଆଫେୟାର୍ସ ସଚିବ ଭାବେ ବି କାର୍ଯ୍ୟ କରିବେ ।୧୯୬୧ରେ ଜନ୍ମିତ ଅନୀଲ ଚୌହ୍ୱାନ ଗତବର୍ଷ ଅବସର ନେଇଥିଲେ । ୯ମାସ ପରେ ନୂଆ ସିଡ଼ିଏସଙ୍କୁ ନିଯୁକ୍ତି । ବିପିନ ରାୱତଙ୍କ ମୃତ୍ୟୁପରେ ଖାଲିଥିଲା ପଦବୀ ।