ଭୁବନେଶ୍ୱର : ମେକ ଇନ ଓଡିଶା କନକ୍ଳେଭ ୨୦୨୨ , ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଆଜି ମହିଳା ଉଦ୍ୟୋଗୀଙ୍କ ସମାବେଶ ହୋଇଛି | ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ଉଦବୋଧନ ଆଜି ଆମ ପାଇଁ ଖୁସି ଓ ଗର୍ବର ଦିବସ,ଦେଶର ବଡ଼ ବଡ଼ ମହିଳା ଉଦ୍ୟୋଗୀ ସାମିଲ ହୋଇଛନ୍ତି | ମିଶନ ଶକ୍ତି ମହିଳା ମାନେ ଏଥିରେ ସାମିଲ ହୋଇଛନ୍ତି | ଗାଁ ଗାଁ ରୁ ଆସିଛନ୍ତି ମିଶନ ଶକ୍ତି ଉଦ୍ୟୋଗୀ ମା ମାନେ,ଏହା ଆମ ପାଇଁ ଗର୍ବର ବିଷୟ |