ନୂଆଦିଲ୍ଲୀ : ଦିନକୁ ଦିନ ବଢିବାରେ ଲାଗିଛି ସାଇବର ଠକଙ୍କ ଠକେଇ । ପୁଣି ଜଣେ କଳାକାରଙ୍କ ଆକାଉଣ୍ଟ ହ୍ୟାକ ହୋଇଛି । ସାଇବର ଠକଙ୍କ କବଜାରେ ସେଲିବ୍ରିଟଙ୍କ ଆକାଉଣ୍ଟ । ତେବେ ସୂଚନାନୁସାରେ ବଲିଉଡ ଆକ୍ଟର ମନୋଜ ବାଜପେୟୀଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଛି । ନିଜ ଇନଷ୍ଟାଗ୍ରାମରେ ଏକ ନେଟ ୟୋର କରି ସେ ଏହି ସୂଚନା ଦେଇଚନ୍ତି ।
ତେବେ ସେଥିରେ ଲେଖିଛନ୍ତି, ମୋର ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଛି । ସମସ୍ୟାର ସମାଧାନ ନହେବା ଯାଏ ଏକହି ତାଙ୍କ ପ୍ରୋଫାଇଲ ହ ଯୋଡି ନହେବାକୁ ସୂଚନା ଦେଇଛନ୍ତି । ବର୍ତ୍ତମାନ ଏହାର ସମାଦାନ ଚାଲୁଥିବା ବେଲେ ଟ୍ୱିଟର ।।କାଉଣ୍ଟରେ କୌଣସି ମସ୍ୟା ଦେଖିବାକୁ ମିଳିନି । କିଛି ଟ୍ୱିଟ ନଜର ଆସୁଛି । ଯାହା ଜନ ଆବ୍ରାହମଙ୍କ ସହ ଫିଲ୍ମ ସତ୍ୟମେବ ଜୟତେ-୨ , ଦିଲ୍ଲୀର ପାଗ ଓ ଅନଟାଇଟେଲର ସୁଂଟି ବିଷୟରେ ରହିଛି । ମନୋଜ ବଲିଉଡରେ ବିଭିନ୍ନ ଫିଲ୍ମରେ ନଜର ଆସିବା ସହ ୱେବ ସିରିଜରେ ମଧ୍ୟ ନଜର ଆସିଛନ୍ତି ।