ଆଜିଠାରୁ ହଟିବ ସମସ୍ତ କଣ୍ଟେନମେଣ୍ଟ ଜୋନ୍‌

ଦେଶରେ ଆଜି ଠାରୁ ହଟିବ କୋଭିଡ କଟକଣା ।

0

(ଦିଲ୍ଲୀ) : ଦେଶରେ ଆଜି ଠାରୁ ହଟିବ କୋଭିଡ କଟକଣା । ଲଗାତର କରୋନା ମାମଲା ହ୍ରାସ ପାଉଥିବାରୁ କେନ୍ଦ୍ର ସରକାର ମାର୍ଚ୍ଚ ୩୧ ତାରିଖରୁ କୋଭିଡ୍‌ କଟକଣା ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲେ।

ସୂଚନାନୁଯାୟୀ , ଏହି ଚିଠିରେ କୁହାଯାଇଥିଲା ଯେ ମାର୍ଚ୍ଚ ୩୧ ପାଖରୁ ସମସ୍ତ କଣ୍ଟେନମେଣ୍ଟ ଜୋନ୍‌ ହଟା ଯିବ। କେନ୍ଦ୍ର ସରକାର ଆହୁରି କହିଥିଲେ ଯେ ବିପର୍ଯ୍ୟୟ ପରିଚାଳନା ଆଇନ ମଧ୍ୟ ପ୍ରତ୍ୟାହାର କରାଯିବ। ଏହାପରେ ମଧ୍ୟ କେନ୍ଦ୍ର ସରକାର ଲୋକମାନଙ୍କୁ ସତର୍କ ରହିବା ପାଇଁ କହିଛନ୍ତି। କାରଣ ଅନେକ ଦେଶରେ ବର୍ତ୍ତମାନ କରୋନା ମାମଲା ପୁଣି ଥରେ ବଢ଼ିବାରେ ଲାଗିଛି।