ପଦ୍ମପୁର ଆଇଟି ରେଡ ପରେ ମୁହଁ ଖୋଲିଲେ ମୋହନ ବିଧାୟକ ମାଝୀ ଓଡିଶାରାଜନୀତି By Reporters Today Bureau Last updated Nov 29, 2022 0 Share ଭୁବନେଶ୍ୱର : ଗତକାଲି ପଦ୍ମପୁରରେ ଆଇଟି ରେଡ ପରେ ପ୍ରତିକ୍ରିୟା ଦେଲେ ବିଜେପି ବିଧାୟକ ମୋହନ ମାଝୀ | ଆଇଟି ରେଡ୍ ପୂର୍ବ ନିର୍ଦ୍ଧାରିତ ହୋଇଥାଏ। କିନ୍ତୁ ଏହା ପରେ GST ରେଡ୍ ହେବା ରୁ ସ୍ପଷ୍ଟ ଯେ ଶାସକ ବିଜେଡ଼ି ଆକ୍ରୋଶ ମୂଳକ ପଦକ୍ଷେପ ନେଇଛି। ଯାହାକୁ ବଣିକ ସଂଘ ବିରୋଧ କଲା। BhubneswarRasmitasahooreporterstoday 0 Share FacebookTwitterGoogle+ReddItWhatsAppPinterestEmail