ବିକିନି ଫଟୋ ସେୟାର କରି ପୁଣି ଚର୍ଚ୍ଚାରେ ଫେମସ ଅଭିନେତ୍ରୀ ମୋନାଲିସା
ଟିଭି ତଥା ଭୋଜପୁରୀ ସିନେମାର ଫେମସ ଅଭିନେତ୍ରୀ ମୋନାଲିସା ସୋସିଆଲ ମିଡିଆର କ୍ୱିନ୍ ଭାବରେ ବେଶ ପରିଚିତ । ଲଗାତର ସେ ସୋସିଆଲ ମିଡିଆରେ ନିଜ ହଟ୍ ଫଟୋ ଓ ଭିଡିଓ ସେୟାର କରିଥାନ୍ତି । ଏବେ ସେ ନିଜର କିଛି ହଟ୍ ବିକିନି ଫଟୋ ସେୟାର କରି ପୁଣି ଚର୍ଚ୍ଚାରେ ଅଛନ୍ତି ।
(ମୁମ୍ବାଇ) : ଟିଭି ତଥା ଭୋଜପୁରୀ ସିନେମାର ଫେମସ ଅଭିନେତ୍ରୀ ମୋନାଲିସା ସୋସିଆଲ ମିଡିଆର କ୍ୱିନ୍ ଭାବରେ ବେଶ ପରିଚିତ । ଲଗାତର ସେ ସୋସିଆଲ ମିଡିଆରେ ନିଜ ହଟ୍ ଫଟୋ ଓ ଭିଡିଓ ସେୟାର କରିଥାନ୍ତି । ଏବେ ସେ ନିଜର କିଛି ହଟ୍ ବିକିନି ଫଟୋ ସେୟାର କରି ପୁଣି ଚର୍ଚ୍ଚାରେ ଅଛନ୍ତି । ତାଙ୍କ ହଟ୍ ଅନ୍ଦାଜ ଦେଖି ତାଙ୍କ ଫ୍ୟାନ୍ସ କମେଣ୍ଟ ଉପରେ କମେଣ୍ଟ ଦେବାରେ ଲାଗିପଡିଛନ୍ତି । ତାଙ୍କର ଏହି ଷ୍ଟାଇଲ୍ ଦେଖି ତାଙ୍କ ଫ୍ୟାନ୍ସ ପ୍ରଶଂସା କରିବାରେ ଲାଗିପଡିଛନ୍ତି ।
ସୂଚନାନୁଯାୟୀ , ଏହି ଫଟୋରେ ମୋନାଲିସା ବହୁତ ଷ୍ଟନିଂ ଷ୍ଟାଇନରେ ନଜର ଆସୁଛନ୍ତି । ଫଟୋରେ ସେ ଗ୍ରୀନ୍ ସେଡର ବିକିନି ପିନ୍ଧିଛନ୍ତି । ଏହି ଷ୍ଟାଇଲିସ୍ ଅନ୍ଦାଜରେ ମୋନାଲିସା ସୁନ୍ଦର ଲାଗୁଛନ୍ତି ।